ଭୂମିବଳା Bhūmibaḻā

  • ସଂ. ବି — ଶାକତରୁ ବିଶେଷ — Sida Veronicifolia (plant. t)
  • ସଂ. ବି — [ଦ୍ର— ଏହି ଗୁଳ୍ମ ଭାରତର ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ଏବଂ ସିଂହଳରେ ଘାସମୟ ସ୍ଥଳମାନଙ୍କରେ ବା ପଡ଼ିଆ ଭୂମିରେ ହୁଏ; ଏ ବହୁକାଳ ସ୍ଥାୟୀ; ଏହାର ଶାଖା ଲମ୍ବ ଓ ସିଧା ଭାବରେ ବଢ଼େ। ପତ୍ରଗୁଡ଼ିକ ଓସାରିଆ ଓ ଅଣ୍ଡାକାର; ଫୁଲ ଛୋଟ, ଫୁଲର ରଙ୍ଗ ଧଳା ଓ ହଳଦିଆ ମିଶା; ପାଖୁଡ଼ାଗୁଡ଼ିକ ବିସ୍ତୃତ।
  • ସଂ. ବି — ଏହାର ପତ୍ର ଫୁଲ ଓ ଫଳ କଟା ଘାଆ, ଉଦରାମୟ ଅଜୀର୍ଣ୍ଣ ଓ ପ୍ରସ୍ରାବପୋଡ଼ାର ଔଷଧରେ ଲାଗେ।]