ଭୂମଣ୍ଡନା Bhūmaṇdanā

  • ସଂ. ବିଣ. ସ୍ତ୍ରୀ ( 6 ଷ୍ଠୀ ତତ୍; ଭୂ+ମଣ୍ଡନ+ସ୍ତ୍ରୀ. ଆ; ଯାହା ଲାଗି ପୃଥିବୀ ସୁନ୍ଦର ଦିଶେ) — ଅତି ସୁନ୍ଦରୀ — Beautiful (woman); beautifying the world