ଭୂତ ସଞ୍ଚାର Bhūta san̄chāra

  • ସଂ. ବି ( 6 ଷ୍ଠୀ ତତ୍; ଭୂତ+ସଞ୍ଚାର) — ଭୂତାବେଶ; କୌଣସି ବ୍ଯକ୍ତିର ଶରୀରରେ ଭୂତ ପଶିବା; ଭୂତ ଲାଗିବା — Possession of a person's body by an evil spirit