ଭୂତ ଶୁଦ୍ଧି Bhūta ṡuddhi

  • ସଂ. ବି ( 6 ଷ୍ଠୀ ତତ୍; ଭୂତ+ଶୁଦ୍ଧି) — ପୂଜା ଆଦି ଅନୁଷ୍ଠାନରେ ମନ୍ତ୍ର ଓ ନ୍ୟାସାଦିଦ୍ୱାରା ଦେହ— ଶୋଧନ — The ceremonial rite of purifying one's body before beginning the performance of any religious rite
  • ସଂ. ବି ( 6 ଷ୍ଠୀ ତତ୍; ଭୂତ+ଶୁଦ୍ଧି) — [ଦ୍ର— ଏଥିରେ ଦେହର ଭିନ୍ନ ଭିନ୍ନ ଅଂଶକୁ ମନ୍ତ୍ରପାଠପୂର୍ବକ ସ୍ପର୍ଶ କରିବାକୁ ହୁଏ। ବିନା ଭୂତଶୁଦ୍ଧିରେ ଦେବପୂଜା କରିବା ନିଷିଦ୍ଧ।]
  • ସଂ. ବି ( 6 ଷ୍ଠୀ ତତ୍; ଭୂତ+ଶୁଦ୍ଧି) — ଚୈତନ୍ୟ — Consciousness