ଭୂତ ଭାବନ Bhūta bhābana
- ସଂ. ବି (ଭୂତ+ଭୂ ଧାତୁ+ଣିଚ୍+କର୍ତ୍ତୃ. ଅନ) — ଜୀବଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର — The Creator; God
- ସଂ. ବି (ଭୂତ+ଭୂ ଧାତୁ+ଣିଚ୍+କର୍ତ୍ତୃ. ଅନ) — ଶିବ; ମହାଦେବ — Ṡiba
- ସଂ. ବି (ଭୂତ+ଭୂ ଧାତୁ+ଣିଚ୍+କର୍ତ୍ତୃ. ଅନ) — ନାରାୟଣ; ବିଷ୍ଣୁ — Biṡhṇu
- ସଂ. ବି (ଭୂତ+ଭୂ ଧାତୁ+ଣିଚ୍+କର୍ତ୍ତୃ. ଅନ) — ବ୍ରହ୍ମା — Brahmā
- ସଂ. ବି (ଭୂତ+ଭୂ ଧାତୁ+ଣିଚ୍+କର୍ତ୍ତୃ. ଅନ) — ବଟୁକ ଭୈରବ — An attendant of Ṡiba