ଭୂତ ଭର୍ତ୍ତା Bhūta bharttā

  • ସଂ. ବିଣ (ଭୂତ+ଭୃ ଧାତୁ+ତୃ; କ୍ୱିପ୍) — ଜୀବପାଳକ; ପୃଥିବୀସ୍ଥ ଜୀବମାନଙ୍କର ପାଳନକର୍ତ୍ତା — Maintaining the created beings
  • ସଂ. ବି — ଭଗବାନ; ନାରାୟଣ; ବିଷ୍ଣୁ; ପରମେଶ୍ୱର — Bishṇu; God
  • ସଂ. ବି — ଶିବ — Ṡiba