ଭୂତ ବିଡ୍ୟା Bhūta bidya

  • ସଂ. ବି — ଦେବ, ଅସୁର, ଗନ୍ଧର୍ବ, ଯକ୍ଷ, ପିଶାଚ, ନାଗ, ଗ୍ରହ, ଉପଗ୍ରହ ଆଦିଙ୍କ ପ୍ରଭାବରୁ ଉତ୍ପନ୍ନ ମାନସିକ ରୋଗମାନଙ୍କ ନିଦାନ ଓ ଉପାୟଆଲୋଚକ ଆୟୁର୍ବେଦର ଶାଖା (ହି. ଶ) — A branch of Hindu medical science dealing with mental diseases due to the influence of deities, ghosts, planets etc