ଭୂତ ଧାତ୍ରୀ Bhūta dhātrī

  • ସଂ. ବି (ଭୂତ=ସୃଷ୍ଟ ଜୀବ+ଧାତ୍ରୀ=ପାଳୟିତ୍ରୀ) — ବସୁଧା; ଧରିତ୍ରୀ; ପୃଥିବୀ — The earth