ଭୂତ ଚତୁର୍ଦ୍ଦଶୀ Bhūta chaturddaṡī

  • ସଂ. ବିଣ — କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ; ନରକ ଚତୁର୍ଦ୍ଦଶୀ — The 14th day of the dark fortnight of kārttika
  • ସଂ. ବିଣ — [ଦ୍ର—ଏ ଦିନ ଯମଙ୍କର ପୂଜା ଓ ତର୍ପଣ କରାଯାଏ।]