ଭୂତ ଖିଆ Bhjūta khiā

  • ଦେ. ବିଣ — ମାରୁ (ନଡ଼ିଆ); ଯେଉଁ ନଡ଼ିଆର ବାହାରରେ କୌଣସି ଦୋଷ ଦେଖାଯାଏ ନାହିଁ କିନ୍ତୁ ଭିତର ଫମ୍ପା ଓ ଭିତରେ ପାଣି ବା ଶସ ନଥାଏ — An empty cocoanut