ଭୂତ କାରଖାନା Bhūta kārakhānā

  • ଦେ. ବି (ସଂ. ଭୂତ+ଫା. କାରଖାନାହ୍) — ଯେଉଁ କାର୍ଯ୍ୟ ବା ଅନୁଷ୍ଠାନରେ ବହୁ ବୃଥା ପରିଶ୍ରମ କରାଯାଏ; ଉଦ୍ଦେଶ୍ୟ— ବିହୀନ ବା ଫଳବିହୀନ କାର୍ଯ୍ୟ — A work of fruitless labour; a wild goose chase
  • ଦେ. ବି (ସଂ. ଭୂତ+ଫା. କାରଖାନାହ୍) — ଅନିର୍ଦ୍ଦିଷ୍ଟସ୍ୱାମିକ ବିଷୟ — An affair in which there is no master