ଭୂଇଁ ପଟକା Bhūiñ paṭakā

  • ପ୍ରାଦେ. (ବାଲେଶ୍ୱର) ବି — ଝୋଟ ସୂତା ଗୁଡ଼ାଇ ତିଆରି ହୋଇଥିବା ଗୋଲାକୃତି ପଟକାବିଶେଷ — A kind of crackers
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହାକୁ ଭୂଇଁ ଉପରେ କଚାଡ଼ି ଦେଲେ ଏହା ସଶବ୍ଦରେ ଫାଟିଯାଏ।]