ଭୂଇଁ କଇଠ Bhūiñ kaiṭha

  • ଦେ. (ବୈଦ୍ଯକ) ବି — ଏକପ୍ରକାର ବନ୍ୟଗଛ
  • ଦେ. (ବୈଦ୍ଯକ) ବି — [ଦ୍ର—ଏହାର ମୂଳ ବଣିଆ ମରିଚ ସହିତ କାଟି ଖାଇଲେ ଦାରୁଣ ବାତବ୍ୟାଧି ବିନଷ୍ଟ ହୁଏ। ଦ୍ରବ୍ଯଗୁଣ. କଳ୍ପଦ୍ରୁମ।] — A kind of wild tree