ଭୂ ସଂସ୍କାର Bhū saṁskāra
- ସଂ. ବି ( 6 ଷ୍ଠୀ ତତ୍) — ଯଜ୍ଞ, ହୋମ, ବୈଶ୍ୱଦେବ ଆଦିର ପୂର୍ବରୁ ଭୂମିରେ ରେଖାଙ୍କନ, କୁଶ, ଗୋମୟ ଓ ଉଦକ ଦ୍ୱାରା ବିଧିପୂର୍ବକ ଭୂମିର ସଂସ୍କାର ବା ପରିଷ୍କରଣ — The consecration or ceremonial cleansing of the site for a vedic fire-sacrifice or Ba̲i̱ṡwadeba