ଭୂ ତତ୍ତ୍ୱ Bhū tattwa

  • ସଂ. ବି ( 6 ଷ୍ଠୀ ତତ୍; ଭୂ=ପୃଥିବୀ+ତତ୍ତ୍ୱ) — ପୃଥିବୀର ଉତ୍ପତ୍ତି, ପରିଣତି ଆଦି ସମ୍ବନ୍ଧୀୟ ବିଜ୍ଞାନ — Geology