ଭୂ ଛାୟା Bhū chhāyā
- ସଂ. ବି—( 6 ଷ୍ଠୀ ତତ୍; (ଭୂ+ଛାୟା) — ପୃଥିବୀର ଛାୟା — The shadow of the earth
- ସଂ. ବି—( 6 ଷ୍ଠୀ ତତ୍; (ଭୂ+ଛାୟା) — ରାହୁ — The Dragon's head; the ascending node; the shadow of the earth falling on the moon causing eclipse
- ସଂ. ବି—( 6 ଷ୍ଠୀ ତତ୍; (ଭୂ+ଛାୟା) — ଅନ୍ଧକାର — Darkness