ଭୂ ଚକ୍ର Bhū chakra

  • ସଂ. ବି — ପୃଥିବୀର ପରିଧି — The circumference of the globe
  • ସଂ. ବି — ବିଶୁବରେଖା (ହି. ଶ.) — The equator
  • ସଂ. ବି — ଅୟନ ବୃତ୍ତ (ହି. ଶ.) — The ecliptic
  • ସଂ. ବି — କ୍ରାନ୍ତିବୃତ୍ତ (ହି. ଶ.) — Equinoctial circles