ଭୁଡ଼ୁକାଣି Bhuṟḍ̠ukāṇi

  • ପ୍ରାଦେ. (ବାଲେଶ୍ୱର) ବି. (ତୁଳ. ବଂ. ଭୁଡ଼କୁନୀ) — କୁମ୍ଭୀର, ମାଛ ଆଦି ପାଣି ଭିତରେ ରହି ନିଃଶ୍ୱାସ ବାୟୁ ଦ୍ୱାରା ଯେଉଁ ଜଳ ବୁଦ୍ବୁଦ ଜଳ ଉପରକୁ ଉଠାନ୍ତି — The bubbles raised to the surface by alligators, fish etc from deep water