ଭୁଶୁଡ଼ିବା Bhuṡuṟḍ̠ibā
- ଦେ. କ୍ରି. (ସଂ. ଭ୍ରଷ୍ଟ, ତୁଳ. ପ୍ରା. ଭ୍ରସ୍ସିତେ କିମ୍ବା ସଂ. ଧ୍ୱନ୍ସ୍ ଧାତୁ ଧ୍ୱସ୍ତ) — ନଦୀର ବା କୂପାଦିର କୂଳର ମାଟି ଛାଡ଼ିଯାଇ ତଳକୁ ଖସି ପଡ଼ିବା — To collapse; to come down (said of portion of the soil on the bank of a river or well
- ଦେ. କ୍ରି. (ସଂ. ଭ୍ରଷ୍ଟ, ତୁଳ. ପ୍ରା. ଭ୍ରସ୍ସିତେ କିମ୍ବା ସଂ. ଧ୍ୱନ୍ସ୍ ଧାତୁ ଧ୍ୱସ୍ତ) — ସ୍ଖଳିତ ହେବା; ସ୍ଥାନଚ୍ୟୁତ ହେବା — To give way
- ଦେ. କ୍ରି. (ସଂ. ଭ୍ରଷ୍ଟ, ତୁଳ. ପ୍ରା. ଭ୍ରସ୍ସିତେ କିମ୍ବା ସଂ. ଧ୍ୱନ୍ସ୍ ଧାତୁ ଧ୍ୱସ୍ତ) — (ଉ—ଭୁଶୁଡ଼ିବଟି ସତୀବ୍ରତ ନିୟମ ଧୃତି— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଭ ଗୀତ।)