ଭୁଶୁଣ୍ଡୀ Bhuṡuṇḍ̠ī
- ସଂ. ବି (ଯୋଗବାଶିଷ୍ଠ ରାମାୟଣ ବର୍ଣ୍ଣିତ) — ତ୍ରିକାଳଜ୍ଞ; ତ୍ରିଯୁଗଦର୍ଶୀ କାକ; ଚିରଞ୍ଜୀବୀ କାକ — A mythological immortal crow
- ସଂ. ବି (ଯୋଗବାଶିଷ୍ଠ ରାମାୟଣ ବର୍ଣ୍ଣିତ) — [ଦ୍ର—ଏ କାକ ବିଷ୍ଣୁକୁଣ୍ଡରେ ସ୍ନାନ କରି ଚତୁର୍ଭୁଜ ହେଲା ଓ ଚିରଞ୍ଜୀବୀ ହେଲା; ପୁରୀ ବଡ଼ ଦେଉଳର ଗୋଟିଏ କୁଣ୍ଡରେ ଭୁଶୁଣ୍ଡୀକାକର ମୂର୍ତ୍ତି ଅଛି।]