ଭୁଲ୍ Bhul

  • ଦେ. ବି (ସଂ. ଭ୍ରମ, ପ୍ରା. ଭୁଲ୍ଲ, ସଂ. ଭୋଳ=ବିହ୍ୱଳ, ମେଦିନୀ) — ଭ୍ରମ, ଭ୍ରାନ୍ତି — Mistake; error; oversight
  • ଦେ. ବି (ସଂ. ଭ୍ରମ, ପ୍ରା. ଭୁଲ୍ଲ, ସଂ. ଭୋଳ=ବିହ୍ୱଳ, ମେଦିନୀ) — ବିସ୍ମରଣ — Forgetting
  • ଦେ. ବି (ସଂ. ଭ୍ରମ, ପ୍ରା. ଭୁଲ୍ଲ, ସଂ. ଭୋଳ=ବିହ୍ୱଳ, ମେଦିନୀ) — ଦୋଷ — Fault
  • ଦେ. ବି (ସଂ. ଭ୍ରମ, ପ୍ରା. ଭୁଲ୍ଲ, ସଂ. ଭୋଳ=ବିହ୍ୱଳ, ମେଦିନୀ) — ଅଶୁଦ୍ଧି — Incorrectness
  • ବିଣ — ଭ୍ରାନ୍ତ — Mistaken; erroneous
  • ବିଣ — ଅଶୁଦ୍ଧ — Incorrect; wrong