ଭୁଲିବା Bhulibā

  • ଦେ. ବି — ଭ୍ରମ କରିବା — To commit mistake
  • ଦେ. ବି — ବିସ୍ମୃତ ହେବା; ପାସୋରିବା — To forget
  • ଦେ. ବି — ମୁଗ୍ଧ ହେବା — To be fascinated
  • ଦେ. ବି — ପର କଥାରେ ଠକି ଯିବା — To be beguiled