ଭୁଲିଙ୍ଗ Bhuliṅga

  • ଦେ. ବି. (ସଂ. ଭେରଣ୍ଡ)— — ପୌରାଣିକ ବୃହତ୍ ପକ୍ଷୀବିଶେଷ — A kind of fabulous bird (like Phoenix
  • ଦେ. ବି. (ସଂ. ଭେରଣ୍ଡ)— — (ଉ—ସେ ବନ ଚାରି ପାଖେ ଭାରୁଣ୍ଡ ଭୁଲିଙ୍ଗ, ପକ୍ଷୀ ସିଂହ ରହି ଅଛନ୍ତି ହୋଇ ସଙ୍ଗ। କୃଷ୍ଣସିଂହ. ମହାଭାରତ. ଶାନ୍ତି ପର୍ବ।)