ଭୁର୍ଚୁକା Bhur-chukā

  • ଦେ. ବି (ସଂ. ଭୟଚକିତ) — ଭୁଚୁକା; ଗୋଡ଼ାଇ ଥିବା କୁକୁରକୁ ଶୃଗାଳର ଏଡ଼ିବା କର୍ମ — The jackal'e evading the pursuit of a dog
  • ଦେ. ବି (ସଂ. ଭୟଚକିତ) — [ଦ୍ର—ବିଲୁଆମାନଙ୍କୁ କୁକୁର ଆକ୍ରମଣ କରିବାକୁ ଗୋଡ଼ାଇଥିବାବେଳେ କୁକୁରକୁ ବିଲୁଆ ପଛରେ ଲାଗିଯିବା ଅବସ୍ଥା ଦେଖିଲେ ବିଲୁଆ ଭୟଚକିତ ହୋଇ ଗୋଟିଏ ଉତ୍କଟ ଦୁର୍ଗନ୍ଧ ଅଧୋବାୟୁ ତ୍ୟାଗ କରେ ଓ ତହିଁର ଅସହ୍ୟ ଦୁର୍ଗନ୍ଧକୁ କୁକୁର ସମ୍ଭାଳି ନ ପାରି ଥମିଯାଏ ଓ ଇତ୍ୟ— ବସରରେ ବିଲୁଆ ପଳାଇଯାଏ। ଏହାକୁ ଭୁର୍ଚୁକା ବା ଭୁଚୁକା ବୋଲାଯାଏ।]
  • ଦେ. ବି (ସଂ. ଭୟଚକିତ) — ଭଣ୍ଡାଇବା; ଧପା ମାରିବା — Cheating