ଭୁରୁସଙ୍ଗା, ଭୁରୁସୁଙ୍ଗା Bhurus(a)uṅgā

  • ଦେ. ବି (ସଂ. ଭୁରିସୁଗନ୍ଧ; ଅନ୍ଯ ସଂ. ନାମ କାଳଶାକ, କୃଷ୍ଣନିମ୍ବ; ସୁରଭିନିମ୍ବ) — [ଦ୍ର—ଏଥିର ପତ୍ର କାମିନୀଗଛର ପତ୍ର ପରି, କିନ୍ତୁ ଖୁବ୍ ସୁଗନ୍ଧଯୁକ୍ତ। ତରକାରୀରେ ଓ କାଞ୍ଜିରେ ଏ ପତ୍ରକୁ ବଘାରନ୍ତି ଓ ଚଟଣି କରନ୍ତି।] — Curry-leaf tree; Murraya Keonigii; Bergera Keonigii