ଭୁରୁଥାଇବା Bhuruthāibā

  • ପ୍ରାଦେ (ସମ୍ବଲପୁର) କ୍ରି — ମନବୋଧ କରି କହିବା; କଥା ମନବୋଧ କରିଦେବା — To bring about one's satisfaction with sweet words; to coax