ଭୁରିଭୁଜା Bhuri bhujā

  • ଦେ. ବି (ସଂ. ଭୁରି ଭୋଜନ) — ସାମାନ୍ୟ କିଛି ଜଳଖିଆ ସାମଗ୍ରୀ ବା ହୁଡ଼ୁମ୍ବ ଆଦି — A small quantity of fried rice etc for light tiffin purposes
  • ଦେ. ବି (ସଂ. ଭୁରି ଭୋଜନ) — [ଦ୍ର—ଘରେ ନ ଥାଏ ଭୁର୍ଭୁଜା ବେଟା କରୁଥାଏ ଦୁର୍ଗାପୂଜା। ଢଗ।]