ଭୁତିଆର୍ Bhutiār

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଭୃତି; ଭୃତିହର; ଭୃତ୍ୟ) — ଦୈନିକ ଧାନ ମୂଲ ନେଇ କାମ କରିବା ମୂଲିଆ — A day labourer who is paid in kind