ଭୁଣ୍ଡି Bhuṇḍi

  • ଦେ. ବି — ଫରୁଆର ବା ସ୍ତନର ଅଗ୍ରଭାଗ; ଚୁଚୁକ — The knob at the top of a circular wooden box; nipple
  • ଦେ. ବି — ଭଣ୍ଡି; ପାଟଫୁଲିର ଅଗ୍ରଭାଗ — The tassel attached to a tape
  • ଦେ. ବି — ଥନ୍ତଲ ପେଟ; ସ୍ଥୂଳୋଦର — Pot-belly
  • ଦେ. ବି — ତାଇତ, ବାଜୁ ପ୍ରଭୁତିର ସୂତାରେ ଓହୋଳିଥିବା ବଉଳ କୋଳି ଆକୃତିର ଅଗ୍ରଭାଗ — The tapering ball-like thing hanging from the armlet of women