ଭୁତଅଇରି Bhutaairi

  • ଦେ. ବି (ସଂ. ଭୂତଭୈରବୀ) — ଏକପ୍ରକାର ବନ୍ୟ କଣ୍ଟକୀ ଗୁଳ୍ମ (ଏଥିର ପତ୍ର ଲୋମଶ, ପତ୍ରର ଦାଢ଼ କର୍ତ୍ତିତ ଓ ଫୁଲ ଛୋଟ ଏବଂ ତୀବ୍ର ଗନ୍ଧଯୁକ୍ତ) — A wild thorny plant with leaves and flowers of strong. odour, Premna. Integrifolia
  • ଦେ. ବି (ସଂ. ଭୂତଭୈରବୀ) — ଦ୍ର— ରାଞ୍ଚି ଅଞ୍ଚଳରେ ଏହାକୁ ଦୋରଣ୍ଡା କହନ୍ତି ଓ ଏ ଗଛ ବହୁ ସଂଖ୍ୟାରେ ଥିବାରୁ ରାଞ୍ଚିର ଗୋଟିଏ ଅଂଶର ନାମ ମଧ୍ୟ ଦୋରଣ୍ଡା ହୋଇଅଛି। କଟକ ସହରରେ ମଧ୍ୟ ରାସ୍ତାପାଖ ପଡ଼ିଆରେ ଏ ଗଛ ବହୁତ ଉଠେ। ଏହାର ଫୁଲ ନାଲି ଓ ହଳଦିଆ ଅତି ଛୋଟ କାହାଳି ପରି; ଡେମ୍ଫରେ ପେନ୍ଥା ପେନ୍ଥା ହୋଇ ଫୁଲ ଓ ଫଳ ଧରେ; ଫୁଲ ବର୍ଷାଦିନେ ଫୁଟେ; ଏହାର ମୂଳ ଔଷଧିରେ ଲାଗେ— ଯୋଗେଶଚନ୍ଦ୍ର।]