ଭୁଟ୍ ଭୁଟ୍ Bhuṭ bhuṭ

  • ଦେ. ଅ. (ଧ୍ୱନ୍ୟନୁକରଣ) — ବୁଦବୁଦର ସ୍ଫୋଟନ ଶବ୍ଦ; ଭୁଡ଼୍ ଭୁଡ଼୍ — Bubbling sound
  • ଦେ. ଅ. (ଧ୍ୱନ୍ୟନୁକରଣ) — ଅଜୀର୍ଣ୍ଣଜନିତ ପେଟ ଭିତରେ ବୁଦ୍ଦୁଦ ଶବ୍ଦ — Bubbling sound inside the stomach due to indigestion