ଭୁଜ୍ (ଧାତୁ) Bhuj (root)

  • ସଂ. — ଖାଇବା — To eat.;
  • ସଂ. — ଭୋଗ— କରିବା — To enjoy
  • ସଂ. — କୁଟିଳ— ହେବା — To be crooked
  • ସଂ. — ନମ୍ର ହେବା — To bend; to be bent
  • ସଂ. — (ରାଜ୍ୟ) ଶାସନ କରିବା — To rule or govern (Apte)
  • ସଂ. — ବଙ୍କାଇବା — To curve
  • ସଂ. — ଅନୁଭବ କରିବା; ସହିବା — To experience; to endure (Apte)