ଭୁଜୁଣି ହାତ Bhujuṇi hāta

  • ଦେ. ବି (ସଂ. ଭୋଜନ ଓ ହସ୍ତ) — ଡାହାଣ ହାତ — Right hand
  • ଦେ. ବି (ସଂ. ଭୋଜନ ଓ ହସ୍ତ) — [ଉ— ଧୃଷ୍ଟଦ୍ୟୁମ୍ନଙ୍କର ଭୁଜଣି ହାତ ହତା, କାଟିଲେ ଭଲ୍ଲ କାଣ୍ଡେ ସେ ଦ୍ୱିଜ ବ୍ରହ୍ମବେତ୍ତା— କୃଷ୍ଣସିଂହ. ମହାଭାରତ. ଭୀଷ୍ମପର୍ବ।]