ଭୁଜିଷ୍ୟା Bhujishyā

  • ସଂ. ବିଣ. ସ୍ତ୍ରୀ (ଭୁଜିଷ୍ୟ+ଆ) — ଭୁଜିଷ୍ୟର ସ୍ତ୍ରୀଲିଙ୍ଗ — Feminine of Bhujishya
  • ସଂ. ବି. ସ୍ତ୍ରୀ — ଦାସୀ — Maid servant (Apte)
  • ସଂ. ବି. ସ୍ତ୍ରୀ — ସେବାଦାସୀ — Handmaid (Apte)
  • ସଂ. ବି. ସ୍ତ୍ରୀ — ବେଶ୍ୟା — Harlot. (Apte)