ଭୁକ୍ତେଇବା Bhuktelbā

  • ଦେ. କ୍ରି — ସାମିଲ୍ କରାଇବା — To cause a thing to be included in another thing
  • ଦେ. କ୍ରି — ମେଳ କରାଇବା — To cause a thing to fit into or tally with another thing
  • ଦେ. କ୍ରି — ମୁକାବିଲା କରାଇବା — To confront
  • ଦେ. କ୍ରି — ପ୍ରବେଶ କରାଇବା — To cause to enter; to thrust
  • ଦେ. କ୍ରି — ମଜୁରୀ ଦିଆଇବା — To cause be set off
  • ଦେ. କ୍ରି — ଖାପ ଖୁଆଇବା ଭଳି ଏକ ବସ୍ତୁକୁ ଅନ୍ଯ ବସ୍ତୁରେ ପୁରାଇବା — To dovetail
  • ଦେ. କ୍ରି — ମୁଆଜାଦ୍ୱାରା ପ୍ରମାଣିତ କରିବା — To prove by direct evidence