ଭୁକ୍ତଇବା Bhuktālbā
- ଦେ. କ୍ରି — ସାମିଲ୍ କରାଇବା — To cause a thing to be included in another thing
- ଦେ. କ୍ରି — ମେଳ କରାଇବା — To cause a thing to fit into or tally with another thing
- ଦେ. କ୍ରି — ମୁକାବିଲା କରାଇବା — To confront
- ଦେ. କ୍ରି — ପ୍ରବେଶ କରାଇବା — To cause to enter; to thrust
- ଦେ. କ୍ରି — ମଜୁରୀ ଦିଆଇବା — To cause to be set off
- ଦେ. କ୍ରି — ଖାପ ଖୁଆଇବା ଭଳି ଏକ ବସ୍ତୁକୁ ଅନ୍ଯ ବସ୍ତୁରେ ପୁରାଇବା — To dovetail
- ଦେ. କ୍ରି — ମୁଆଜାଦ୍ୱାରା ପ୍ରମାଣିତ କରିବା — To prove by direct evidence