ଭୁକ୍ତ ଭୋଜନ Bhuktabhojana

  • ସଂ. ବି ( 6 ଷ୍ଠୀ ତତ୍ ଭୁକ୍ତ+ଭୋଜନ) — ଚର୍ବିତ ଚର୍ବଣ — Ruminating; chewing of the cud
  • ସଂ. ବି ( 6 ଷ୍ଠୀ ତତ୍ ଭୁକ୍ତ+ଭୋଜନ) — ପରର ଅଇଁଠା ଖାଇବା — Partaking of the leavings of another's dinner