ଭୁକୁତେଇବା Bhukuteibā

  • ଦେ. ବି (ସଂ. ଭୁକ୍ତ) — କୌଣସି ପଦାର୍ଥକୁ ଭୁକ୍ତାଇବା; ଅନ୍ଯ ବସ୍ତୁ ସଙ୍ଗେ ଭୁକ୍ତ କରିବା ବା ମେଳ କରାଇବା — To cause a thing to the imposed on another; to cause to tally
  • ଦେ. ବି (ସଂ. ଭୁକ୍ତ) — ମୁକାବିଲା କରାଇବା — To confront
  • ଦେ. ବି (ସଂ. ଭୁକ୍ତ) — ହିସାବରେ ମଜୁରୀ ଦେବା — To set off; to give credit in the account
  • ଦେ. ବି (ସଂ. ଭୁକ୍ତ) — ପ୍ରମାଣିତ କରିବା — To prove; to demonstrate
  • ଦେ. ବି (ସଂ. ଭୁକ୍ତ) — ଛିଦ୍ରଆଦିରେ ତଦୁଦ୍ଦିଷ୍ଟ କୀଳକ ଆଦି ବସାଇବା ବା ପୂରାଇବା — To dovetail; to fit a thing (e.g. a plug) into another (e.g. a hole)