ଭୁକା Bhukā

  • ଦେ. ବି (ସଂ. ବୁକ୍କ ଧାତୁ) — ଭୁକିବା; କୁକ୍କୁର ଆଦିଙ୍କ ବୋବାଳି — Barking of dogs etc
  • ପ୍ରାଦେ (ବାଲେଶ୍ୱର) ବିଣ — ଭୋକିଲା; କ୍ଷୁଧାର୍ତ୍ତ — Hungry