ଭୁଇଁଆଁ ଜର Bhuiñāñ jara

  • ଦେ. ବି — ଗଡ଼ଜାତରେ ହେବା ଏକପ୍ରକାର ପ୍ରବଳ କମ୍ପଜ୍ୱର — A kind of fatal malarial fever prevaling in the Oriya States
  • ଦେ. ବି — [ଦ୍ର—ଏ ଜର ଜଙ୍ଗଲର ଭୁଇଁଆ ଦେବତାଙ୍କ ପ୍ରକୋପ ଜନିତ ବୋଲି ଗଡ଼ଜାତରେ ବିଶ୍ୱାସ । ଏହା ମାରାତ୍ମକ ହୁଏ ।]