ଭୁଇଁଆ ପୀଢ଼ Bhuiñāñ pīṟḍ̠ẖa

  • ଦେ. ବି. (ନାମ) (ସଂ. ଭୂମିକ+ପୀଠ) — କେନ୍ଦୁଝରର ଭୁୟାଁ ଜାତି ବାସ କରୁଥିବା ଅଞ୍ଚଳ — The tract in the Keonjhar State inhabited by the Bhuyāñs