ଭୁଇଁ ଲହଣ Bhuiñ lahaṇa

  • ଦେ. ବି—(ସଂ. ଭୂମି ଓ ଦଳନ କିମ୍ବା ଭୂମି ଦହନ, ପ୍ରା ଭୂଇଁ ଓ ଦଅଣ) — ରଜ ସଂକ୍ରାନ୍ତିର ପର ଦିବସ । ଭୂମି ରଜସ୍ୱଳା ହେବାର ଦ୍ୱିତୀୟ ଦିନ — The second day after Rajaṡankrāṇṭi (in the month of Ashāṟḍ̠ẖa or Mithuna.)