ଭୁଇଁ ନିମ Bhuiñ nima
- ଦେ. ବି (ସଂ. ଭୂ. ନିମ୍ବ) — ଚିରେଇତା ଜାତୀୟ ବର୍ଷାୟୁଃ ଶାକ ଗୁଳ୍ମ ବିଶେଷ — Andrographis Paniculata
- ଦେ. ବି (ସଂ. ଭୂ. ନିମ୍ବ) — [ଦ୍ର—ଏହା ବାସକାଦି ବର୍ଗର ଗୁଳ୍ମ; ଗଛ ସିଧା; ପତ୍ର ମତ୍ସ୍ୟାକାର, ରୋମହୀନ; ପତ୍ରର ଧାର ଅଖଣ୍ଡିତ; ଫୁଲ ଧଳା ଓ ଭିତରେ ଆନୀଳ ରକ୍ତଚିହ୍ନ, କେଶର 2 ଟି; ପତ୍ର ଓ ଗଛ ଅତି ତିକ୍ତ । ଏହା ଅଗ୍ନି— ଦୀପକ, ରୋଚକ ଓ ବିଷଦୋଷ, ରକ୍ତ— ଦୁଷ୍ଟି, କ୍ରିମି, କୁଷ୍ଠ ଓ ଜ୍ୱରନାଶକ ।] — [ଦ୍ର—ଏହା ବାସକାଦି ବର୍ଗର ଗୁଳ୍ମ; ଗଛ ସିଧା; ପତ୍ର ମତ୍ସ୍ୟାକାର, ରୋମହୀନ; ପତ୍ରର ଧାର ଅଖଣ୍ଡିତ; ଫୁଲ ଧଳା ଓ ଭିତରେ ଆନୀଳ ରକ୍ତଚିହ୍ନ, କେଶର2ଟି; ପତ୍ର ଓ ଗଛ ଅତି ତିକ୍ତ ଏହା ଅଗ୍ନି— ଦୀପକ, ରୋଚକ ଓ ବିଷଦୋଷ, ରକ୍ତ— ଦୁଷ୍ଟି, କ୍ରିମି, କୁଷ୍ଠ ଓ ଜ୍ୱରନାଶକ ]