ଭୁଇଁ ଖଜୁର Bhuiñ khajura

  • ଦେ. ବି (ସଂ. ଭୂମି ଖର୍ଜ୍ଜୂର) — ଏକ ପ୍ରକାର ଛୋଟ ଖଜୁରି ଗଛ; ପେଣ୍ଡି ଖଜୁରି — A species of small date Palm
  • ଦେ. ବି (ସଂ. ଭୂମି ଖର୍ଜ୍ଜୂର) — [ଦ୍ର—ଏ ଗଛର ସ୍କନ୍ଧ ଭୂମିକୁ ଲାଗି ଥାଏ ଓ କେତେ ଭୂମି ଛାଡ଼ି ଉପରକୁ ଉଠେ ନାହିଁ, ଏହାର କୋଳି ସାଧାରଣ ଖଜୁରିକୋଳି ଅପେକ୍ଷା ସାନ କିନ୍ତୁ ମିଷ୍ଟତର ବୈଦ୍ୟଶାସ୍ତ୍ର ମତରେ ଏ ଖଜୁରିଠାରୁ ଅଳ୍ପ ଗୁଣ ବିଶିଷ୍ଟ ।]