ଭୁଇଁ କଲରା Bhuiñ kalarā

  • ଦେ. ବି — ପଥର ଉପରେ ଉଠିବା ଗୁଳ୍ମବିଶେଷ; (ଏହା— ହାତେ ବା ଦୁଇହାତ ଉଚ୍ଚ ହୁଏ । ଗୋରୁ ଗାଈ ଆଦିଙ୍କ ଔଷଧରେ ଲାଗେ — A kind of herb used as medicine for kine