ଭୁଇଁ କଦମ୍ବ Bhuiñ kadamba

  • ଦେ. ବି (ସଂ. ଭୂମି କଦମ୍ବ) — ଭୂକଦମ୍ବ ବୃକ୍ଷ — A kind of tree
  • ଦେ. ବି (ସଂ. ଭୂମି କଦମ୍ବ) — ସୋମ— ରାଜ୍ୟାଦି ବର୍ଗର ବର୍ଷାୟଃ ଶାକଗୁଳ୍ମ — Sphaeranthus Indicus (plant)
  • ଦେ. ବି (ସଂ. ଭୂମି କଦମ୍ବ) — [ଦ୍ର—ଏହା ଧାନ କିଆରିରେ ଓ ଜଳମୟ ସ୍ଥାନରେ ଜନ୍ମେ । ଗଞ୍ଜାମରେ ଏହାର ନାମ ବଣକଦମ୍ବ, ମୁଣ୍ଡୀ, ଗୁଣ୍ଡୀ । ଏହା ଗଳ— ଗଣ୍ଡ, ଅପଚୀ, ମୂତ୍ରକୃଚ୍ଛ୍ର, କ୍ରିମି, ଯୋନିରୋଗ, ପାଣ୍ଡୁ, ଶ୍ଳୀପଦ, ଅରୁଚି, ଅପସ୍ମାର, ପ୍ଳୀହା ମେଦ ଓ ଗୃହ୍ୟସ୍ଥ ବ୍ୟାଧି ବିନାଶକ—ଦ୍ରବ୍ଯଗୁଣ।]