ଭୁଇଁ ଅଏଁଳା Bhuiñañ , aeñḻā
- ଦେ. ବି (ସଂ. ଭୁମ୍ୟାମଳକୀ; ବର୍ଷାୟୁଃ କ୍ଷୁଦ୍ର ଶାକବିଶେଷ, [ଦ୍ର— ଏହା ବର୍ଷାଦିନେ ଶୀତଳ ସ୍ଥାନରେ ଜନ୍ମେ; ଗୋଟିଏ ଡେମ୍ଫରେ ଦୁଇଟି ପତ୍ର ଥାଏ। ପତ୍ର ମୂଳରେ ଅତି ଛୋଟ ଫୁଲ ଧରେ ଓ ଫୁଲରୁ ସୋରିଷ ପରି ଫଳ ଧରେ। ବୈଦ୍ଯକ ମତରେ ଏହା
- ଦେ. ବି (ସଂ. ଭୁମ୍ୟାମଳକୀ; ବର୍ଷାୟୁଃ କ୍ଷୁଦ୍ର ଶାକବିଶେଷ, ବାୟୁବର୍ଦ୍ଧକ ଓ ଶୀତବୀର୍ଯ୍ୟ । ଏହା ପିପାସା, କାସ, ରକ୍ତପିତ୍ତ, କଫ, କଣ୍ଡୁ ଓ କ୍ଷତନାଶକ; (ଦ୍ରବ୍ଯଗୁଣ) ଏହା ବାତକାରକ ଓ ଦାହନାଶକ—ହି. ଶ।]