ଭୁଆସୁଣୀ ଯିବା Bhuāsuṇī j̄ibā

  • ପ୍ରାଦେ. (ଗଡ଼ଜାତ) କ୍ରି. — ବାଳିକା ରଜସ୍ୱଳା ହେବା ପରେ ପ୍ରଥମେ ଶାଶୁଘରକୁ ଯିବା; ପହିଲି— ପାଳି ଯିବା — To go to the husband's house for the first time after attaining puberty (said of a girl given in marriage before she attained puberty.)