ଭୁଆଁରା ଦେଖାଇବା Bhuāñrā dekhāibā

  • ପ୍ରାଦେ. (ଯାଜପୁର) କ୍ରି — ବାଲିଙ୍ଗି କରିବା — To brag
  • ପ୍ରାଦେ. (ଯାଜପୁର) କ୍ରି — ଛଳନା କରିବା; ବାହାନା କରିବା — To feign; to plead an excuse