ଭୁଁ ବଜେଇବା Bhuñ bajeibā
- ଦେ. କ୍ରି — ଶଙ୍ଖ ବଜାଇବା — To blow a conchshell
- ଦେ. କ୍ରି — ଦୀର୍ଘ— ସ୍ୱରରେ କାନ୍ଦିବା — To bewail with a long sound
- ଦେ. କ୍ରି — (ଲକ୍ଷଣାର୍ଥ; ବିବାହଆଦି ଉତ୍ସବରେ ଶଙ୍ଖୁଆ ଶଙ୍ଖ ଫୁଙ୍କେ ଓ ମୁଠିଏ ଖାଇବାକୁ ପାଇବା ଛଡ଼ା ତାର ଆଉ କିଛି ଲାଭ ହୁଏ ନାହିଁ, ଏହି ଲକ୍ଷଣାରୁ)—ବିନାପାରିଶ୍ରମିକରେ କର୍ମ କରିବା — To work without wages